ନିଝୁମ ଖରାବେଳେ,ପାଲି ଆଉ ସାର ଧରି, ସେ ଚାଲିଆସେ ଲୁଡୁ ଖେଳିବାକୁ । ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ,କେତେ ଅଳିକରେ; କେତେ ଝଗଡା ପରେ, ମୁଁ ରାଜି ହୁଏ ତା କଥାରେ,ବାଜିଏ ଖେଳିବାକୁ । ବାଜି ରହେ ସିନେମା ଯିବା ନହେଲେ ଆଇସ୍କ୍ରିମ ଖୋଇବା ।
ସେ ନିଏ ଲାଲ ମୋର ନୀଳ, ସେ ଏମିତି ତ କେବେ ହେଇନି, ମୋ ଫେରିବା ବାଟକୁ ସେ ଚାହିଁ ବସି
"ଲୁଡୁ ଖେଳ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |