ଲୁଡୁ ଖେଳ

ଜୀବନଟା ବି ଠିକ ଲୁଡୁଖେଳ ପରି। ସାର ଘରୁ ବାହାରିବା ଠୁ ପାଚିବା ଯାଏ, ସଂଘର୍ଷ କରୁଥାଏ । କେତେ ବାଧା କେତେ ମୋଡ଼ ଭିତରେ ଦେଇ ଯିବାକୁ ହୁଏ । ଖେଳ ଚାଲୁଥାଏ ଭାଗ୍ୟ ଉପରେ। ଭାଗ୍ୟରେ ଥିଲେ ଜିତିବ ନହେଲେ ନାହିଁ। କେହି କହିପାରିବନି ନିଶ୍ଚିତ ଭାବେ ଜିତିବ ବୋଲି....


ନିଝୁମ ଖରାବେଳେ,ପାଲି ଆଉ ସାର ଧରି, ସେ ଚାଲିଆସେ ଲୁଡୁ ଖେଳିବାକୁ । ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ,କେତେ ଅଳିକରେ; କେତେ ଝଗଡା ପରେ, ମୁଁ ରାଜି ହୁଏ ତା କଥାରେ,ବାଜିଏ ଖେଳିବାକୁ । ବାଜି ରହେ ସିନେମା ଯିବା ନହେଲେ ଆଇସ୍କ୍ରିମ ଖୋଇବା । ସେ ନିଏ ଲାଲ ମୋର ନୀଳ, ସେ ଏମିତି ତ କେବେ ହେଇନି, ମୋ ଫେରିବା ବାଟକୁ ସେ ଚାହିଁ ବସି

"ଲୁଡୁ ଖେଳ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ