
ପୂର୍ବ ପ୍ରକାଶିତ ଉତ୍ତାରୁ...
ଏମିତି ତ କେବେ ହେଇନି, ମୋ ଫେରିବା ବାଟକୁ ସେ ଚାହିଁ ବସି ନଥିବ । ଫେରିବା ସମୟର ଯଥେଷ୍ଟ ଆଗରୁ ସେ ଠିଆ ହେଇଥିବ ବାଲକୋନି ରେ, ମୋ ଅପେକ୍ଷାରେ। ମୋ ଗାଡିର ଶବ୍ଦ ସହ ପୁରା ଅଭ୍ୟସ୍ତ। ଏତେ ଗାଡି ଭିତରୁ ସେ ମୋ ଶବ୍ଦଟା ଜାଣିପାରେ ସହଜରେ। ଦୂରରୁ ମୋ ଅଫିସ ଫେରା, କ୍ଲାନ୍ତ ଦେହ,ବିଷର୍ଣ୍ଣ ମୁହଁ ଦେଖି ସେ ବୁଝିପାରେ ମୋ
"ଲୁଡୁ ଖେଳ - ୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |