ବିଷାଦ ବେଳା

ଏବେବି କାହିଁକି, ଏ ପ୍ରଶ୍ନର କିଛି ଉତ୍ତର ନାଇଁ । ନିରୁତ୍ତରିତ ହୋଇ ରହିବା ଇ ଏ ପ୍ରଶ୍ନର ନିୟତି ।


ଏବେବି କାହିଁକି ତୁମକୁ ଦେଖିଲେ ଉଦାସୀନତାର ମୁଖା ପିନ୍ଧିବାକୁ ହୁଏ ? ଏବେବି କାହିଁକି ତୁମକୁ ଦେଖିଲେ ଛାତି ଭିତରେ ଗଡ଼ିଯାଏ ରକ୍ତର ଗୋଲା ? ଏବେବି କାହିଁକି ତୁମକୁ ଦେଖିଲେ ଡର ଲାଗେ କାଳେ କିଏ ଜାଣିଦବ ବୋଲି ? ଏବେବି କାହିଁକି ଭିଡ଼ ଭିତରେ ସନ୍ତର୍ପଣରେ ଆଖି ବୁଲାଏ ତୁମେ ଅଛ ନା ଚାଲିଗଲଣି ?

"ବିଷାଦ ବେଳା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ