ବିଷାଦ ବେଳା - ୯

ବିଷାଦ ଏକ ବେଳା ନା ବିଷାଦ ଏକ ଋତୁ । ବିଷାଦକୁ ନେଇ ଏ କବିତାର ଗତିପଥ ଏକ ବିସ୍ମୟ ଆଡକୁ । କବିତାର ଏମିତି ଏକ ବିସ୍ମୟ ଉପତ୍ୟକା ଯେଉଁଠି ସବୁ ବିଷାଦ ଅନୁରାଗରେ ରୂପାନ୍ତରିତ ହୋଇଯାଇପାରନ୍ତି ।


ତାଳୁରୁ ତଳିପା ଯାଏଁ ତୃଷ୍ଣା ନେଇ ଅପେକ୍ଷା କରିଥିଲି ତୁମ ଓଠରେ ଚୁମାଟିଏ ହେବା ପାଇଁ । ତୁମକୁ ଅତର ଭଳି ବୋଳି ହେବି ବୋଲି ଅବହେଳାରେ ଛାଡ଼ି ଆସିଥିଲି ମୋ ସାମ୍ରାଜ୍ୟର ଗୋଲାପ ବଗିଚା । ତୁମେ ମୂର୍ତ୍ତି ଗଢ଼ିବ ବୋଲି ମାଟି କରିଥିଲି ମୋ ମନକୁ । ନିଜେ ହିଁ ଝଡ଼ ହେଇ ଉଡ଼େଇଥିଲି

"ବିଷାଦ ବେଳା - ୯" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ