
ମୁଁ ପାର ହେଇସାରିଛି
ମୋ ଅଭିମାନର ସୀମା ।
ନିଜ ପାଦରେ ଲିଭେଇଛି
ଧୂଳି ଉପରୁ ସେ ଗାର,
ଯାହାକୁ ମୁଁ ନିଜେ ଟାଣିଥିଲି ।
ମୁଁ ଅଗ୍ନିସମ୍ଭୁତା
କେମିତି ଲିଭିବାକୁ ଦିଅନ୍ତି ନିଜକୁ ?
ଆଜି ଖୁବ ଦୃଢ଼ ମୋର ଆଖି ।
ଏ ଆଖିରେ ଆଖି ମିଶେଇବା
"ବିଷାଦ ବେଳା - ୮" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |