
ତୃଷ୍ଣା ତମର ବି ଥିଲା ।
ଆଖିରେ ଚେଷ୍ଟା ଥିଲା ସ୍ୱାଭାବିକତାର
ଛୁଇଁବାର ଇଚ୍ଛା କିନ୍ତୁ
ତମର ବି ଥିଲା ।
ଠିକ ହେଇଚି ।
ମୁଁ ଏଥର ନିର୍ବିକାର ହେବି
ହାତ ମୋ ଦେବିନି ହାତକୁ
ଉପଭୋଗ କରିବି
ତମ ବ୍ୟାକୁଳତା ।
କିମ୍ବା ଏସବୁ ମୋ କେବଳ କଳ୍ପନା
"ବିଷାଦ ବେଳା - ୭" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |