
ନିଶ୍ୱାସର ବର୍ଷାରେ
ଧୋଇ ହେଇଯାଏ ଜୀବନ ।
ହାଲୁକା ତୁଳା ଭଳି
ଉଡ଼ିଯାଏ ପ୍ରେମର ମୁହୂର୍ତ୍ତ ।
କେତେବେଳେ ଯେ
ଶିଥିଳ ହେଇଯାଏ ମୁଠା,
ହାତରୁ ଖସିଯାଏ ହାତ
ଜାଣି ବି ହୁଏନା ।
ଘୁଂଚି ଘୁଂଚି ଯାଏ ପ୍ରତିଶ୍ରୁତି
ସମସ୍ତ କାମନା
ପୁଞ୍ଜିଭୂତ ହୁଏ କଳା
"ବିଷାଦ ବେଳା - ୬" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |