
ତୁମେ ମୋ ପାଖକୁ ଆସନା
କିନ୍ତୁ
ମୁଁ ଦୂରକୁ ଯିବାକୁ ଚାହିଁଲେ
ତୁମେ ହାଲ୍କା ଭାବେ ମୋ କାନି ଟାଣି ଧର ।
ଏତେ ହାଲ୍କା
ଯେ ଲାଗିବ ସତେ ଅଜାଣତରେ
ତୁମ ହାତ ମୋ କାନି କୁ ଛୁଇଁଛି ।
ଏ ତୁମର ଖେଳ
ନା ମୋର ପରୀକ୍ଷା ?
"ବିଷାଦ ବେଳା - ୫" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |