
ତୁମେ ମୋର ନଥିଲ କେବେବି ।
ତଥାପି
ତୁମର ଚାଲିଯିବା
ମୋ ଶୁଖେଇ ଇସ୍ତ୍ରୀକରା ମନକୁ
ପୁଣି ଓଦା କରିଦିଏ ।
ତୁମ ସହ ଦେଖା ନହେବା
ମୋ ଚୌଭାଙ୍ଗ ଇଚ୍ଛାମାନଙ୍କୁ
ଆଲମାରୀ ଥାକରୁ ଖସେଇ ଦିଏ
ଗୋଟି ଗୋଟି ।
ମୁଁ ନିଜକୁ ଖୁବ ବୁଝାଏ
ଯେ
ତୁମ ଉପରେ
"ବିଷାଦ ବେଳା - ୪" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |