
ତୁମେ ଜାଣନା ଯେ ମୁଁ
ତୁମରି ଶବ୍ଦରେ ଭିଜୁଥାଏ ଅହରହ ।
ତୁମେ ଭାବ
ମୁଁ ହସୁଛି ମୋ ଜୀବନର ସୁଖ
ହେଲେ
ମୁଁ ତୁମ ସ୍ପର୍ଶକୁ ହିଁ ଜୀଉଁଥାଏ ଗୋପନରେ ।
ତୁମ ଯନ୍ତ୍ରଣାକୁ ହିଁ ଓଠରେ ଆଙ୍କିଥାଏ
ତୁମେ ଯାହାକୁ ହସ ବୋଲି ଭାବ ।
ତୁମେ ସମ୍ପର୍କ ବୁଝ ?
ପରିଚୟ ?
ମୁଁ
"ବିଷାଦ ବେଳା - ୩" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |