
ମୁଁ କଜଳ ଲଗାଏନି
କାଳେ ଲେସି ହେଇଯିବ ।
ଦର୍ପଣରେ ଧୂଳି ଥିଲେ
ମୁହଁ ପୋଛି ଲାଭ ଅଛି କିଛି ?
ଏହି ସବୁ ଟୁକୁଡ଼ା ରୂପକଳ୍ପ ହିଁ
ତିଆରି କରେ ମୋ ଜୀବନକୁ ।
ପୂର୍ଣ୍ଣ ଆଉ ଶୁନ୍ୟ ମଝିରେ ଥିବା
ହାଇଫେନ ଉପରେ ବସି ମୁଁ ପାଦ ହଲାଏ ।
ଖୁବ ଶୋଷ
"ବିଷାଦ ବେଳା - ୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |