ବିଷାଦ ବେଳା - ୧୨

ବିଷାଦ ଏକ ବେଳା ନା ବିଷାଦ ଏକ ଋତୁ । ବିଷାଦକୁ ନେଇ ଏ କବିତାର ଗତିପଥ ଏକ ବିସ୍ମୟ ଆଡକୁ । କବିତାର ଏମିତି ଏକ ବିସ୍ମୟ ଉପତ୍ୟକା ଯେଉଁଠି ସବୁ ବିଷାଦ ଅନୁରାଗରେ ରୂପାନ୍ତରିତ ହୋଇଯାଇପାରନ୍ତି ।


ତୁମ ଡର ମତେ ଖୁବ ଅନ୍ୟମନସ୍କ କଲା । ତୁଳୀରୁ ଟୋପାଏ ରଙ୍ଗ ଚିତ୍ର ବିଗାଡ଼ି ଦେଲା, ରଙ୍ଗୀନ କଲାନି । ଗୋଟେ ପ୍ରଜାପତି ମୋ କାନ୍ଧ ଛୁଇଁବ ଛୁଇଁବ ହଉଥିଲା ହେଲେ ତା ଡେଣା ଘରେ ଛାଡ଼ି ଆସିଥିଲା, ଉଡ଼ି ପାରିଲାନି । ମୁଁ ତୁମ ମୁହଁକୁ ନ ଚାହିଁବି ଦେଖିପାରୁଥିଲି ତୁମ ଥରୁଥିବା

"ବିଷାଦ ବେଳା - ୧୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ