ବିଷାଦ ବେଳା - ୧୧

ବିଷାଦ ଏକ ବେଳା ନା ବିଷାଦ ଏକ ଋତୁ । ବିଷାଦକୁ ନେଇ ଏ କବିତାର ଗତିପଥ ଏକ ବିସ୍ମୟ ଆଡକୁ । କବିତାର ଏମିତି ଏକ ବିସ୍ମୟ ଉପତ୍ୟକା ଯେଉଁଠି ସବୁ ବିଷାଦ ଅନୁରାଗରେ ରୂପାନ୍ତରିତ ହୋଇଯାଇପାରନ୍ତି ।


ତୁମେ ନିଜକୁ ସଜେଇଛ ଉଜ୍ଜ୍ୱଳ ପଳାତକପଣରେ ଆଉ ମୁଁ ତୁମେ ଛାଡ଼ି ଯାଇଥିବା ପ୍ରେମକୁ ଧରି ଠିଆ ହେଇଛି । ସାପ କାତି ଭଳି ମୃତ ସ୍ମୃତି, ସ୍ପର୍ଶ ସବୁ ଉଡ଼ା ଶିମିଳି ମଞ୍ଜି । ଯୋଉ ସମୁଦ୍ରରେ ହଜିଛି ଚୁମ୍ବନ ସେଠି ଏବେ ଧୂ ଧୂ ମରୁଭୂମି ।

"ବିଷାଦ ବେଳା - ୧୧" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ