ବିଷାଦ ବେଳା - ୧୦

ବିଷାଦ ଏକ ବେଳା ନା ବିଷାଦ ଏକ ଋତୁ । ବିଷାଦକୁ ନେଇ ଏ କବିତାର ଗତିପଥ ଏକ ବିସ୍ମୟ ଆଡକୁ । କବିତାର ଏମିତି ଏକ ବିସ୍ମୟ ଉପତ୍ୟକା ଯେଉଁଠି ସବୁ ବିଷାଦ ଅନୁରାଗରେ ରୂପାନ୍ତରିତ ହୋଇଯାଇପାରନ୍ତି ।


ତୁମ ଉଦଭ୍ରାନ୍ତ ଯନ୍ତ୍ରଣା ଦିଗଭ୍ରଷ୍ଟ ନିଶ୍ବାସ ଭଳି ଛୁଇଁ ଯାଏ ମୋ ଚଲା ବାଟକୁ । ମୁଁ ଅସହାୟ ତୁମ କ୍ଷୟିଷ୍ଣୁ ଆତ୍ମବିଶ୍ବାସ ଆଡ଼କୁ ନିରୁପାୟ ଚାହିଁରହେ । ଯେତେ ଠେଲିଲେ ବି ଖୋଲେନି ମନର ଚିତ୍ରିତ ଦୁଆର ମୁଣ୍ଡ ପିଟି ଫେରିଯାଏ ଅର୍ଦ୍ଧମୃତ ସମ୍ପର୍କ । ଭାଙ୍ଗି ଯାଇଥିବା ସମୟକୁ ଯୋଡ଼ିବାର କଳା

"ବିଷାଦ ବେଳା - ୧୦" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ