ଉତ୍ତର - ଆଧୁନିକ

ଗୋଟେ ଗୋଟେ ସମୟରେ କଟାକ୍ଷ ବିସ୍ଫୋରଣ ଭଳି ଲାଗେ । ଏ କବିତାରେ କେବଳ ଶ୍ଲେଷ ବା କଟାକ୍ଷ ନାଇଁ, ଅଛି ବି ଗୋଟେ ଲେଲିହାନ କ୍ରୋଧ ।


ଚୋଖି, କଳହଂସ କେଦାର କି ବଂଗଳାଶ୍ରୀ ରାଗରେ ଏ କବିତାଟି ଲେଖିବାର ଥିଲା, ହେଲେ କବି ତାଲିକାରେ ନାଁଟା ନରହିଲେ ଯେ, ଗଲା ! ବାପା ଥିଲେ ନୈଷ୍ଠିକ ବ୍ରାହ୍ମଣ ଉଚ୍ଚପୂରା ବଡଗୋତ୍ରିଆ, ତେଣୁ ବ୍ରାହ୍ମଣ ଝିଅ ଦେଖି ବାହା ହେଲି, ଯଦିଓ ଛଅ ବର୍ଷ ଦେଢ଼ ମାସ ଧରି ଜଣେ କରଣ

"ଉତ୍ତର - ଆଧୁନିକ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ