ସେଇ ସେମିତି

କବିତା ଗୋଟେ ଯାଯାବର ସତ୍ତା, ଗୋଟେ ସହଜିଆ - ଅଚିନ୍ତା ମଣ୍ଡପ । କବିତାରେ ସହଜ ହୋଇ ସବୁବେଳେ ଚିମୁଟି ଦେବାର ଗୋଟେ ଅଦ୍ଭୁତ କୌଶଳ ।


ସେଇ ସେମିତି ଆଲମାରିରେ ପଡିଚି ମ୍ୟାରେଜ୍ ସାର୍ଟିଫିକେଟ୍, କୋଉ କାମରେ ଆସୁନି ସେଇ ସେମିତି ଡେଥ୍ ସାର୍ଟିଫିକେଟ ଇସ୍ୟୁ ହେଉଥିବା ରେଜିଷ୍ଟର୍ ପରି ପଡିଚି ସଂସାର, କୋଉ କାମରେ ଆସୁନି, ବର୍ଷରେ ଦି' ଦିନ ତମ ସାଙ୍ଗେ ଦେଖା ବାକି ତିନିଶ' ତେଷଠି ଦିନର ଜାଳେଣି । ଲଂଠନ ପାଖରେ ଶୋଇପଡିଚି ଦିଆସିଲି

"ସେଇ ସେମିତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ