ମୁକାମ

ପ୍ରଶ୍ନ ପଚାରିବା ଲୋକକୁ ପ୍ରଶ୍ନ କରୁଛି ଉତ୍ତରଦାୟିତ୍ଵ ପାଇଁ ଅଧିକୃତ ଲୋକ । ଆମ ସମୟର ସମାଜ ଓ ଶାସନ ଆଗରେ ଅନେକ ନିର୍ଘାତ ପ୍ରଶ୍ନବାଚୀର ଏ କବିତା ।


ପାଗା ଛକର ହରି ସାହୁର ଝିଅକୁ ବାହାହେଲେ ଯୁଜେଷ୍ଟିର, ତାଂକର ପିଲାଛୁଆ ହେଲା ନା ନାଇଁ - ଏ ପ୍ରଶ୍ନ ମତେ କରନା, ଦେଶପ୍ରେମର ଉଚ୍ଚା ଶହେ ବୟାଅଶି ମିଟର କି ଆକାଶଛୁଆଁ - ଏ ପ୍ରଶ୍ନ ବି କରନା, ମତେ ପଚାରନା ନଳରଜାର କେଉଁ ପଟରୁ ପଶିଲା ଶନି, କାହିଁକି କଣା ହେଲା ଶୁକ୍ରାଚାର୍ଯ୍ୟ, କାହିଁକି

"ମୁକାମ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ