
ଉତ୍ତର ଆଧୁନିକତା ଓ ଓଡ଼ିଆ ସାହିତ୍ୟ
ସମ୍ପ୍ରତି ସମଗ୍ର ବିଶ୍ବରେ ଚର୍ଚ୍ଚିତ ବିଚାରଧାରା ଉତ୍ତର ଆଧୁନିକତା ଆଧାରରେ ଓଡ଼ିଆ ସାହିତ୍ଯକୁ ଏହି ପୁସ୍ତକରେ ଆଲୋଚନା କରାଯାଇଛି ।
Publisher: Athena Books
Author: ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରା
Digital (PDF)
INR 250.00
ଉତ୍ତର ଆଧୁନିକତାବାଦ ସାମ୍ପ୍ରତିକ ବିଶ୍ୱ ସମାଜରେ ସର୍ବାଧିକ ବିତର୍କିତ ଦର୍ଶନ । ଏହାର ସଂଜ୍ଞା, ସ୍ୱରୂପ ଓ ପରିସରକୁ ନେଇ ଏବେ ମଧ୍ୟ ବିତର୍କ ଚାଲୁ ରହିଛି । ଏହି ପୁସ୍ତକରେ ଉତ୍ତର ଆଧୁନିକତା ଓ ଓଡ଼ିଆ ସାହିତ୍ଯ ସମ୍ପର୍କରେ ଏକ ସମୃଦ୍ଧ ଆଲାେଚନା ରହିଛି ।