ସୁଲିଅପାର ଭାତୁଡି଼

ଗାଳ୍ପିକା ବାସନ୍ତୀ ମହାନ୍ତିଙ୍କ ତୃତୀୟ ଗଳ୍ପ ସଂକଳନ ହେଉଛି - ସୁଲିଅପାର ଭାତୁଡି଼ । ସତରଟି ଭିନ୍ନ ସ୍ବାଦର ଗଳ୍ପକୁ ନେଇ ପ୍ରସ୍ତୁତ ଏଇ ଗଳ୍ପ ସଂକଳନର ଶୀର୍ଷକ ଗଳ୍ପଟି ବେଶ୍ ଆଲାେଡନ ସୃଷ୍ଟି କରେ ।
ବାସନ୍ତୀ ମହାନ୍ତି

ବାସନ୍ତୀ ମହାନ୍ତିଙ୍କ ଅନ୍ଯ ଦୁଇ ଗଳ୍ପ ପୁସ୍ତକ ମଧ୍ୟରେ ରହିଛି - ରାଜଜେମା ବିଲେଇ ଓ ଜୁଲି ପ୍ରସଙ୍ଗ, ପିତୃଋଣ । ସେହିପରି ପ୍ରବନ୍ଧରେ ରହିଛି - ପ୍ରଗତି ଓ ପରମ୍ପରା, ପ୍ରଳୟ ପରର ଜୀବନ, ଦୃଷ୍ଟି ଓ ଦିଗନ୍ତ ।

Report an Error