ସୀମାନ୍ତର ଦୀପଶିଖା (ଗଦାଧରୀୟ କାବ୍ୟବିଚାର)

ଏହି ପୁସ୍ତକଟି ହେଉଛି ଗଦାଧର ମିଶ୍ରଙ୍କ କାବ୍ୟ କବିତା ସମ୍ପର୍କରେ ଏକ ଗବେଷଣାତ୍ମକ ଅଧ୍ୟୟନ ।
Publisher: Athena Books
Author: ଡକ୍ଟର ସଂଯୁକ୍ତା ପାଢ଼ୀ
Digital (PDF)
INR 500.00

ପଶ୍ଚିମ ଓଡ଼ିଶାରେ ଜନ୍ମ ଲାଭ କରିଥିବା ଏକ ଅନାଲୋଚିତ ପ୍ରତିଭା ହେଉଛନ୍ତି କବି ଗଦାଧର ମିଶ୍ର । ଜୀବନ ବଂଚିବାର ଶତ ଇଚ୍ଛାରେ ସଂଘର୍ଷଶୀଳ ଜୀବନ ନେଇ କ୍ଷତବିକ୍ଷତ ହୋଇ ସୁଦ୍ଧା ଭାଙ୍ଗି ପଡ଼ିନଥିବା ଏକ ନିଦା ମଣିଷ ରୂପେ ଦୀର୍ଘ ୮୪ ବର୍ଷ ଜୀବନର ଯାତ୍ରା ପଥରେ ସେ ଏକ ନିଃସଙ୍ଗପଦାତିକ । ସମାଲୋଚନା ମୂଳକ ଏହି ପୁସ୍ତକରେ ଗଦାଧରୀୟ କାବ୍ୟବିଚାର ସହିତ ଖଡ଼ିଆଳ ରାଜ୍ଯର ଇତିହାସ ଓ ସାହିତ୍ଯର ପରିଚୟ ରହିଛି ।

Report an Error