ସମୁଦ୍ର ସମୁଦ୍ର

କିଶୋର ଆକାଶଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ସଂକଳନରେ ଥିବା କାହାଣୀଗୁଡ଼ିକ ସ୍ୱ-ସ୍ୱଶୈଳୀରେ ବିଭାମୟ । ସଂକଳନସ୍ଥ ସମସ୍ତ ଗାଳ୍ପିକ ଓଡ଼ିଆ କଥାସାହିତ୍ୟ ଜଗତରେ ସୁପ୍ରତିଷ୍ଠିତ ।
Publisher: Athena Books
Digital (PDF)
INR 220.00

ଆସନ୍ତୁ ଥରେ ସେଇ ସୁନୀଳ ଇପ୍‌ସିତ ସମୁଦ୍ରର ନୀଳନୀଳ ଢେଉରେ ନିଜକୁ ସଅଁପି ଦେଇ ସମୁଦ୍ରସ୍ନାନର ବିରଳ ଅନୁଭବ ସାଉଁଟିନେବା... ଆସନ୍ତୁ ନା ସମୁଦ୍ର ପାଲଟିଯିବା... ନୀଳ-ସୁନୀଳ ସୃଜନ ସ୍ୱପ୍ନରେ ସମ୍ମୋହିତ ହେବା... ଭୁଲିଯିବା ଜାଗତିକ ଯନ୍ତ୍ରଣା... ହସିବା- ହସେଇବା ଏ ଜଂଜାଳଗ୍ରସ୍ତ ଜଗତକୁ... ଦୁଃଖରେ ଘାରି ହେଉଥିବା ସ୍ୱାର୍ଥପର ମତଲବୀ ମଣିଷମାନଂକୁ..

Report an Error