ନୀଡ଼କୁ ଫେରିବା ବେଳ

ଅଖିଳାନନ୍ଦ ବେବର୍ତ୍ତାଙ୍କ ଦ୍ୱିତୀୟ ଦଲିଲ ହେଉଛି ‘ନୀଡ଼କୁ ଫେରିବା ବେଳ’ । ଏହି କବିତା ସଂକଳନରେ ପ୍ରାୟ ପ୍ରତିଟି କବିତାର ଅନ୍ତଃସ୍ୱରରେ ପୀଡ଼ିତ ଓ ସର୍ବହରାର ଅଶ୍ରୁଳ କାହାଣୀ ରହିଛି ।
ଅଖିଳାନନ୍ଦ ବେବର୍ତ୍ତା

ଏହି କବିତା ସଂକଳନରେ ପାଠକ - ପାଠିକା କବିଙ୍କର ଚିନ୍ତା ଓ ଚେତନାକୁ ସାମନା କରିପାରିବେ । ସାହିତ୍ୟକୁ ଜୀବନ୍ତ କରି ଗଢ଼ି ତୋଳିବାର ପ୍ରୟାସ ତଥା ପାଠକ ହୃଦୟକୁ ଛୁଇଁବା ଏବଂ ସୃଜନ ଯାତ୍ରାରେ ଆଗେଇ ଯାଇ ସୃଜନମାନ ବଜାୟ ରଖିବା ହେଉଛି କବିଙ୍କ ଆଶା ।

Report an Error