ଗାଳ୍ପିକ ସଦାନନ୍ଦ ତ୍ରିପାଠୀ

କଥାଶିଳ୍ପୀ ସଦାନନ୍ଦଙ୍କ ସାରସ୍ୱତ ସମ୍ଭାର ଉପରେ ଗବେଷଣା କରିଥିବା ଜ୍ୟୋତିକିଶୋରଙ୍କ ଏହା ହେଉଛି ପ୍ରଥମ ବୌଦ୍ଧିକ ନୈବେଦ୍ୟ । ଏଥିରେ ସେ କଥାକାରଙ୍କ ସୃଷ୍ଟିର ବହୁବିଧ ଦିଗ ଉପରେ ଆଲୋକପାତ କରିଛନ୍ତି ।
Publisher: Athena Books
Author: ଜ୍ୟୋତି କିଶୋର ମହାନ୍ତ
Digital (PDF)
INR 140.00

ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟରେ ସଦାନନ୍ଦ ତ୍ରିପାଠୀ ଏକ ପରିଚିତ ସ୍ୱର । ଉଭୟ ଭାବପ୍ରକାଶ ଓ ବର୍ଣ୍ଣନାଶୈଳୀରେ ତାଙ୍କର ସ୍ୱାତନ୍ତ୍ର୍ଯ ଦେଖିବାକୁ ମିଳେ । ପଲ୍ଲୀଜୀବନଠାରୁ ଆରମ୍ଭ କରି ସହରୀ ଜୀବନର ବହୁବିଧ ସମସ୍ୟାକୁ ଉପସ୍ଥାପିତ କରିବାରେ ତଥା ବ୍ୟକ୍ତିଜୀବନର ବିଖଣ୍ଡିତ ଜୀବନବୋଧକୁ ଚିହ୍ନି ଚିହ୍ନାଇବାରେ ସେ ସିଦ୍ଧହସ୍ତ ।

Report an Error