ଦର୍ପିତ ଧୂଳିଖେଳ

ଦୁର୍ଗାଚରଣ ଷଡଙ୍ଗୀ ସମକାଳୀନ ଓଡ଼ିଆ କାବ୍ଯଜଗତରେ ଏକ ପରିଚିତ ନାମ । ବୋଧଗମ୍ଯ ଅଥଚ ହୃଦୟଛୁଆଁ ଭାବକୌଶଳ ପ୍ରୟୋଗରେ ଜଣେ ସିଦ୍ଧହସ୍ତା ସ୍ରଷ୍ଟା ।
ଦୁର୍ଗାଚରଣ ଷଡଙ୍ଗୀ

ଦୁର୍ଗାଚରଣ ଷଡଙ୍ଗୀ ସମକାଳୀନ ଓଡ଼ିଆ କାବ୍ଯଜଗତରେ ଏକ ପରିଚିତ ନାମ । ବୋଧଗମ୍ଯ ଅଥଚ ହୃଦୟଛୁଆଁ ଭାବକୌଶଳ ପ୍ରୟୋଗରେ ଜଣେ ସିଦ୍ଧହସ୍ତା ସ୍ରଷ୍ଟା ସେ । ବ୍ଯକ୍ତି ଜୀବନର ଅନ୍ତରଙ୍ଗ ପ୍ରେମ, ଦୁଃଖ, ଜିଜ୍ଞାସା ଓ ପ୍ରି଼ୟତମ ମୃତ୍ଯୁ ପାଇଁ ଆକୁଳତା ହିଁ ତାଙ୍କ କାବ୍ଯକଳାର ବୈଶିଷ୍ଟ୍ଯ । ପ୍ରବୃତ୍ତି ଓ ସର୍ଜନା ମଧ୍ୟରେ ଦ୍ବନ୍ଦ୍ବହୀନତା ହିଁ ତାଙ୍କୁ ପାଠକଙ୍କ ମେଳରେ ଆପଣାପଣ ଭାବରେ ବାନ୍ଧିରଖେ ।

Report an Error