କପେ କଫି - କିଛି କଥା ଓ କବିତା

ଏକାରୁ ଏକାଠି ହେବାର ଆନନ୍ଦ ଓ ହୃଦୟ ବାଣ୍ଟିବାର ଆଗ୍ରହରେ ଅଧ୍ୟାପକ ବିଶ୍ବରଂଜନଙ୍କ ଏହି ସୃଜନ ଗାଥା ।
Publisher: Athena Books
Author: ଅଧ୍ୟାପକ ବିଶ୍ବରଞ୍ଜନ
Digital (PDF)
INR 120.00

ଏହି ପୁସ୍ତକରେ ରହିଛି ଲେଖକଙ୍କ ମଧୁପର ଗୁଞ୍ଜନ ଭଳି ମନର ଗୁଣୁଗୁଣୁ ଗାନ । ଭିନ୍ନ ଏକ ଦେଶର ମାଟିରେ ସକାଳେ ସଂଜରେ ହାତରେ କପେ କଫି ଧରି ଏକା ଏକା ବସିଥିଲାବେଳେ ମନକୁ ଆସିଥିବା ବିକ୍ଷିପ୍ତ ଭାବ ଓ ଭାବନାର ସାରମର୍ମକୁ ଏଥିରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଲେଖକ । ତେବେ ଏହି ପୁସ୍ତକଟି ହେଉଛି ଲେଖକଙ୍କ ବ୍ୟକ୍ତିଗତ ଜୀବନାନୁଭୂତିରୁ ସାମାଜିକ ଦୃଶ୍ୟପଟ୍ଟର ଅନୁଧ୍ୟାନ ।

Report an Error