ବଇଁଶୀ ଗୁଣ୍ଠିଆ

ବସନ୍ତ କୁମାର ପାଣିଗ୍ରାହୀଙ୍କ ବଇଁଶୀ ଗୁଣ୍ଠିଆ ଏକ ଅନନ୍ଯ କୃତୀ । ଏହି ଗଳ୍ପ ସଂକଳନରେ ସ୍ଥାନିତ ହୋଇଥିବା କାହାଣୀଗୁଡିକ ଜରିଆରେ ଲେଖକ ଗାଉଁଲୀ ଜୀବନ ଚରିତ୍ରର ଏକ ଏକ ସଜଳ ଚିତ୍ର ଆପଣଙ୍କ ଆଗରେ ଆଙ୍କି ଦେବାକୁ ଚେଷ୍ଟା କରିଛନ୍ତି |
ବସନ୍ତ କୁମାର ପାଣିଗ୍ରାହୀ

ନିହାତି ଗାଉଁଲୀ ଚରିତ୍ରକୁ ନେଇ ଏସବୁ ଗପଗୁଡ଼ିକର କଥାବସ୍ତୁ ଗତି କରିଛି । ଏଇ ଗପଗୁଡ଼ିକ ପୂର୍ବରୁ ବହୁ ପତ୍ରପତ୍ରିକାରେ ପ୍ରକାଶିତ । କାହାଣୀର ପ୍ରତ୍ୟେକ ଚରିତ୍ରଙ୍କ ଭିତରେ ଆମେ ସମସ୍ତେ ରହିଛନ୍ତି । ଗାଁ ମାଟିର ମହକରେ ଏ ଗଳ୍ପ ସବୁ ଆମକୁ କେବଳ ବିଭୋର କରେ ନାହିଁ, ନିପଟ ବାସ୍ତବତାରେ, ପୁଣି ନଈ-ବିଲ-ବଣ ଘେରା ଜୀବନର ପ୍ରାଣଭରା ଆବେଗରେ ମଧ୍ୟ ବିହ୍ଵଳ କରେ |

Report an Error