ଅନ୍ଧାରର ବିଭୀଷିକା

‘ଅନ୍ଧାରର ବିଭୀଷିକା’ର ପଟ୍ଟଭୂମିରେ ଅଛି ଏକବିଂଶ ଶତକର ବିପର୍ଯ୍ୟସ୍ତ ଓ କଳଂକିତ ସାମାଜିକ, ସାଂସ୍କୃତିକ, ରାଜନୈତିକ ମୂଲ୍ୟବୋଧ ।
Publisher: Athena Books
Author: ବିଜୟ କୁମାର ଶତପଥୀ
Digital (PDF)
INR 150.00

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ନାଟ୍ୟ ସଂଘର ନାଟ୍ୟଧାରା କାର୍ଯ୍ୟକ୍ରମର ମିଳିତ ସହଯୋଗରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାନ୍ଧୀବାଦର ସମକାଳୀନ ପ୍ରାସଙ୍ଗିକତା ଆଧାରିତ ‘ତପସ୍ୟା’ ନାଟ୍ୟ ସଂସ୍ଥା ପରିବେଷିତ ନାଟକ ହେଉଛି ‘ଅନ୍ଧାରର ବିଭୀଷିକା’ । ପ୍ରଥମେ ଏହା ପୁରୀର ଅନ୍ନପୂର୍ଣ୍ଣା ମଂଚରେ ତା - ୧୯.୬.୨୦୨୨ରେ ମଂଚସ୍ଥ ହୋଇଥିଲା ।

Report an Error