ଧର୍ମର ରଙ୍ଗ ଲାଲ୍

ଗପ କେବଳ କାହାଣୀ ନୁହେଁ, ଏହା ସମୟର ଜୀବନ୍ତ ଦସ୍ତାବିଜ ମଧ୍ୟ । ଛୋଟ ଛୋଟ କାହାଣୀ ଭିତରେ ଆମ ଅମୟ ଓ ସମାଜର ସ୍ଵାକ୍ଷର ଆଙ୍କିବାକୁ ଏ ଗପରେ ଏକ ନିର୍ଦ୍ଦିଷ୍ଟ ପ୍ରୟାସ ରହିଛି ।


ଚିତ୍ର: ସର୍ବଧର୍ମ ସମଭାବ, ୱିକି କମନ୍ସ
୧ ସୁକୁରୁ ହେମ୍ବ୍ରମ । ଘର କନ୍ଧମାଳ । ବୟସ ପଚିଶ । ଘରେ ରୋଗୀଣା ମାଆ । ବିକ୍ରମଦେଵ କଲେଜ ରୁ ଇତିହାସରେ ଗ୍ରାଜୁଏସନ । କଲେଜ ପଢ଼ୁଥିବା ସମୟରେ ସେ ଥିଲା ଜଣେ ମେଧାବୀ ଛାତ୍ର । ସରକାର ଙ୍କ ଆଦିବାସୀ ଉନ୍ନୟନ ନୀତି ନିୟମ ଅନୁସାରେ ଥଇଥାନର ପ୍ରତିଶୃତି ବି ଥିଲା । କିନ୍ତୁ ପାଠ ପଢା ପରେ ଏକପ୍ରକାର ବେକାର ହେଇ ପାଞ୍ଚବର୍ଷ

"ଧର୍ମର ରଙ୍ଗ ଲାଲ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ