Ashwini Kumar Rath
Posts
Publications
About

ଗୀତଗୁଚ୍ଛ

ବାସୁଦେବ ରଥଙ୍କ ଦ୍ୱାରା ଲିଖିତ କବିତାର ପୁରାତନ ଭାରତୀୟ ସଂସ୍କୃତି, ଭକ୍ତିର ପରମ୍ପରା ଏବଂ ପ୍ରକୃତିକୁ ସମୃଦ୍ଧ ଅଭିବ୍ୟକ୍ତି ସହିତ ପାଳନ କରିଥାଏ। କବିତାର ଏହି ସେଟ୍ ଓଡିଆ ସାହିତ୍ୟର ଏକ ଅପରିହାର୍ଯ୍ୟ ଧନ ହୋଇ ରହିବ |

Table Of Contents

1
ସଙ୍ଗୀତ ଗାନେ ପଞ୍ଚମ ତାନେ
ସଙ୍ଗୀତ ଓ ଓଡିଆ ସଂସ୍କୃତିର ଏକ କାବ୍ୟିକ ରସାୟନ ଏ କବିତା । ଗୀତ ସହିତ ଖାଦ୍ୟ ପରମ୍ପରାର ଏକ ଚମକପ୍ରଦ କାବ୍ୟରୂପ ।
Last updated on: Apr 26, 2021
2
ସରୋଜିନୀ ଗୋ
ଅନୁରାଗର ଏକ ଦିବ୍ୟ ଛନ୍ଦ ରହିଛି ଏ କବିତାରେ । ବିରହ ଇ ଅନୁରାଗର ସିଦ୍ଧି ।
Last updated on: Apr 26, 2021
3
(ବନ୍ଧୁ ହେ) ମଉଳା କୁସୁମ ପରି
ଉତ୍କଣ୍ଠା ଓ ପ୍ରତୀକ୍ଷାର ଏକ କୋମଳ କାବ୍ୟସ୍ଵର । ଏ କବିତାରେ ଅସୀମ ଅପେକ୍ଷା ଇ ପ୍ରେମର ଚରମ ସିଦ୍ଧି ।
Last updated on: Jun 11, 2021
4
ନଈ କୂଳେ ପରିଚୟ ତାର
ମିଳନରାଗର ଏ କବିତା । ଏଠି ନାୟକ-ନାୟିକାଙ୍କର ଅନୁରାଗ ମିଳନର ଆନନ୍ଦରେ ରୂପାନ୍ତରିତ ହେଉଛି ।
Last updated on: Jun 11, 2021
5
ମିଳନ ରେଖା
ଆଶାବାଦର ଏ ସରଳ କବିତା । କବିତାର କୋମଳ ଭାଷାରେ ଆଶା ଓ ପ୍ରେମର ବିରଳ ଉଛ୍ୱାସ ।
Last updated on: Jun 11, 2021
6
ବାରିଦେ ଦାମିନୀ ମଜ୍ଜାଇଲା ପରି
ବର୍ଷା ସବୁବେଳେ ପ୍ରେମର ପ୍ରେରଣା । ବର୍ଷା ଋତୁରେ ନାୟକ ଭାବନାର ଏ କବିତା ।
Last updated on: Jun 11, 2021
7
ସେ ମୋ ଆଶା ଗଗନ ତାରକା
ଆଶାକୁ ନେଇ ମାଳ ଉପମାର ଏ କବିତା । ଆଶାର ବହୁ ଚିତ୍ର ଏ କବିତାରେ ।
Last updated on: Jun 11, 2021
8
ହୃଦ ଗଗନ ତାରକା
ପ୍ରେମକୁ ଦିବ୍ୟ ଭକ୍ତିରେ ରୂପାନ୍ତରିତ କରୁଥିବା ଏ କବିତା, ପ୍ରେମ ଓ ଈଶ୍ଵରଙ୍କୁ ଗୋଟିଏ ବିନ୍ଦୁରେ ସମାହିତ କରୁଛି ।
Last updated on: Jun 12, 2021
9
ଦିଅଗୋ ସଜାଇ ମା’ ଦିଅଗୋ ସଜାଇ
ବାତ୍ସଲ୍ୟ ସ୍ନେହର ଏ ମର୍ମସ୍ପର୍ଶୀ କବିତା । ମାତା ଯଶୋଦାଙ୍କୁ କୃଷ୍ଣଙ୍କର ମମତାଭରା ଅନୁରୋଧର ଏ କବିତା ।
Last updated on: Jun 12, 2021
10
ନ ଯାଆରେ କାହ୍ନା ଘେନ ମୋର ମନା
ଯଶୋଦାଙ୍କର ମାତୃ ହୃଦୟର ଆକୁଳତା ଓ କୃଷ୍ଣଙ୍କୁ ନିଜ ମମତାରେ ବାନ୍ଧି ରଖିବାର ମଧୁର ବ୍ୟାକୁଳତାକୁ ନେଇ ଏ କବିତା ।
Last updated on: Jun 12, 2021
Report an Error