ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ଯକୀୟ ଏଆଇ ସ୍କିଲ୍ସ

ଏଆଇ କେବଳ ପ୍ରଯୁକ୍ତି ଶିଳ୍ପରେ ସୀମିତ ହୋଇ ରହିନାହିଁ, ଏହା ବିଭିନ୍ନ କ୍ଷେତ୍ରରେ ନିଜର ପ୍ରଭୂତ ବିସ୍ତାର କରିପାରିଛି । ଏହି କ୍ରମରେ ବିଦ୍ୟାଳୟ ପାଠ୍ୟକ୍ରମରେ ଏଆଇ ଶିକ୍ଷାକୁ କାର୍ଯ୍ୟକାରୀ କରିବା କେବଳ ଏକ ସୁବିଧା ନୁହେଁ ବରଂ ଏହା ହେଉଛି ଏକ ଆବଶ୍ୟକତା ।


ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ପର୍କିତ କୌଣସି ଖବର ଆପଣଙ୍କୁ କିଛି ସମୟ ପାଇଁ ଚିନ୍ତିତ କରିଦେଉଛି, ତେବେ ଏନେଇ ଚିନ୍ତା କରନ୍ତୁ ନାହିଁ, ଏହି କ୍ଷେତ୍ରରେ ଆପଣ ଏକା ନୁହଁନ୍ତି | ଯେତେବେଳେ ସମସ୍ତେ ବା ସମାଜର ବିଭିନ୍ନ ବର୍ଗ ଯେପରିକି ଭିନ୍ନ ଭିନ୍ନ ଜୀବିକାରେ ଥିବା ବ୍ୟକ୍ତି ଏବଂ ସମାଜର ବିଭିନ୍ନ ସ୍ତରର ଲୋକେ ଏନେଇ ଆଲୋଚନା କରନ୍ତି, ସେତେବେଳେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସମୃଦ୍ଧ ହେବା

To continue reading "ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ଯକୀୟ ଏଆଇ ସ୍କିଲ୍ସ", login now.

This page has been protected for subscriber only.

Report an Error