ସେ ମୋ ଆଶା ଗଗନ ତାରକା

ସେ ମୋ ଆଶା ଗଗନ ତାରକା ଅମା ଅନ୍ଧାରେ ଆଲୋକ ରେଖା । ହୃଦ ପଙ୍କଜ ବନ ମିହିର ଶୁଷ୍କ ମରୁଭୂମେ ବାରିଧାରା ଆଶାଇନି ଆଶାର ଚକୋର ଅନ୍ଧ ନୟନ ଉଜ୍ଜ୍ୱଳ ରେଖା । ଚିର ପିପାସୀ ଚାତକୀ ପ୍ରାଣେ ବାରିଧାର ଶାନ୍ତି ଜାଗରଣେ ନଭୁଲିବି ଜୀବନେ ମରଣେ ପଣେ ଚରଣେ ହୋଇଛି ବିକା । କ୍ଷଣେ ଅନ୍ତରୁ ନୋହେ ଅନ୍ତରି କ୍ଷୀର ନୀର ଯୋଗାଯୋଗ ପରି ଜାଗି ରହିଛି ଚୁମ୍ବକ ପରି ଲାଗି ଯିବାକୁ ସଂଗତେ ତାର ।

To continue reading "ସେ ମୋ ଆଶା ଗଗନ ତାରକା", login now.

This page has been protected for subscriber only.