ସରୋଜିନୀ ଗୋ

ସରୋଜିନୀ ଗୋ । ଏକି ବିପରୀତ ତୋର ସରସି କୂଳର ସରସ ଗିର[^1] ମୋ ସ୍ମରଣ କରମ କର (ସରୋଜିନୀ ଗୋ) ସିରେ ସନମତ କଲୁ ସୁଷମା ନେତ୍ରରେ ସଂକେତ ଦେଲୁଗୋ ସଂଗେସଂଗେ ପାଶୋରିଲୁ (ସରୋଜିନୀ) । ଶିଶୁରୀତି ଆଚରିଲୁ ଶୁକଳ ପକ୍ଷରେ ଅନ୍ଧାର କଲୁଗୋ ସୁମନେ ସମନ[^2] ହେଲୁ ।(ସରୋଜିନୀ) । ସୁମନ ପତି ସ୍ୱଭାବ ସୁମନେ ସୁମନେ ବହିଲୁ ଭାବ ଗୋ ସୁମନା ଏକି ସ୍ୱଭାବ (ସରୋଜିନିୀ ଗୋ) । [^1]: ବଚନ, କଣ୍ଠସ୍ୱର [^2]: ବିଚାରାଳୟର ଆଦେଶପତ୍ର

To continue reading "ସରୋଜିନୀ ଗୋ", login now.

This page has been protected for subscriber only.