ସଙ୍ଗୀତ ଗାନେ ପଞ୍ଚମ ତାନେ

ସଙ୍ଗୀତ ଗାନେ ପଂଚମ ତାନେ ମୋହିଲ ମୋର ମନକୁ ଗୋ ମନହରା । ତୁମ୍ଭେ ମୋର ଦିନବର ସୋହାଗିନୀ ସରୋଜିନୀ ଆଶାର ପସରା । ତୁମ୍ଭେ ମୋର ସୁଧାକର ତୁମ୍ଭ ଶୀତଳ କିରଣ ସଦା ମୋ ଆଶରା । ତୁମ୍ଭେ ମୋର ଛେନାପୁର ରାଧା ବହ୍ଲବି ସଙ୍ଗତେ ରାବିଡ଼ି ପସରା । ତୁମ୍ଭ ବାଣୀ ମିଶ୍ରି ପାଣି ଅଧର ମଣ୍ଡାକୁ ଲୋଡ଼ା ଚିବୁକ କାକରା ।

To continue reading "ସଙ୍ଗୀତ ଗାନେ ପଞ୍ଚମ ତାନେ", login now.

This page has been protected for subscriber only.