ନଈ କୂଳେ ପରିଚୟ ତାର

ନଈ କୂଳେ ପରିଚୟ ତାର ସରମ ବୋଳା ଭାଷାରେ କିଣିଛି ଅନ୍ତର ଗୋ । ଚଂଚଳ ହୁଅନ୍ତେ ଭିଡ଼ି ଧଇଲା ମୋ କର ଅଂଚଳ ଉହାଡୁ ଦେଲା ସନନ୍ଦ ପତର ଗୋ । ବୋଇଲା ମୁଁ ଆଜୁଟି ତୁମ୍ଭର ନାହିଁ କଲେ କାହିଁ ଯିବି କହ ପ୍ରତିକାର ଗୋ । ସରମ ମିଶା ଭାଷାରେ ଭାଙ୍ଗିଲା ମୋ ଟାଣ ମଉନେ ହୋଇଲା ସନମତର ଲକ୍ଷଣ ଗୋ । ସ୍ନେହେ ଲଗାଇଲା ଭରେ ଭର ପାଶୋରି ଯାଇଛି କି ମନୁ ତାର ଗୋ ।

To continue reading "ନଈ କୂଳେ ପରିଚୟ ତାର", login now.

This page has been protected for subscriber only.