(ବନ୍ଧୁ ହେ) ମଉଳା କୁସୁମ ପରି

(ବନ୍ଧୁ ହେ) ମଉଳା କୁସୁମ ପରି ବରଷିଲ ନାହିଁ ସୋହାଗ ମଧୁପେ ନିଶୀଥିନୀ[^1] ଅନୁସରି[^2] । ଆଶା ପଥେ ଜାଗି ଜାଗି ନିରାଶ ହେଲା ଅଭାଗି ଅଶ୍ରୁପୂର୍ଣ୍ଣ ନେତ୍ରେ ଚିନ୍ତାଇଲ ଗାତ୍ରେ ଅନାଥିନୀ ପରି କରି । କେତେ ମନଗଢ଼ା ମାଳ ଗୁନ୍ଥା ମୋ ହେଲା ବିଫଳ ସଜଡ଼ା ରତନ ଅଯାଡ଼ି ଫିଙ୍ଗିଲ ଖଂଟ ପଣ ମନେ ଧରି । [^1]: ରାତ୍ରି [^2]: ଅନୁସରଣ କରିବା, ବହୁତ

To continue reading "(ବନ୍ଧୁ ହେ) ମଉଳା କୁସୁମ ପରି", login now.

This page has been protected for subscriber only and it is free to subscribe.



Jun 11, 2021