ବାରିଦେ ଦାମିନୀ ମଜ୍ଜାଇଲା ପରି

ବାରିଦେ ଦାମିନୀ ମଜ୍ଜାଇଲା ପରି ମଜ୍ଜାଇଲା ମୋର ମନ ନୀରଦେ(ହୃଦ ବଉଦେ) ଭିଜାଇବା ପାଇଁ ଧଉର୍ଯ୍ୟ ସ୍ତମ୍ବକୁ ସଜାଇ ଦେଇଛି ସୁଷମା ଫାନ୍ଦେ । ଜୋଛନା କି ଢ଼ାଳି ଦେଇଛି ଶଶୀ କନକ ଲତାରେ ଯାଇଛି ମିଶି ଆକାଶ କୁସୁମ ନରହିତ କାମ ମନାଟି ମରତେ ହେଲାକି ଉଦେ । କା ଭାଗ୍ୟ ତପନ ହୋଇବ ଉଦେ ପୀୟୂଷ ଭଣ୍ଡାର ଲୁଣ୍ଠନ ସାଦେ ଅଗାଧ ସିନ୍ଧୁରେ ସଂତପ୍ତ ସଂଚାର ହୋଇଛି କେତେ ଅଛି ପ୍ରବାଦେ ।

To continue reading "ବାରିଦେ ଦାମିନୀ ମଜ୍ଜାଇଲା ପରି", login now.

This page has been protected for subscriber only.