ମୋତେ ରାସ୍ତା ଜଣା ଅଛି

ଆଜି, ଜାନୁଆରୀ ୩୦ ତାରିଖ, ଏହା ଭାରତ ତଥା ବିଶ୍ୱର ସମସ୍ତ ଶାନ୍ତିପ୍ରେମୀ ଲୋକମାନଙ୍କ ପାଇଁ ଏକ 'କଳା ଦିବସ'କୁ ମନେ ପକାଇ ଦେଉଛି ।


ଆଜିର ବାୟୁମଣ୍ଡଳ ଅସମ୍ମାନ, ମିଥ୍ୟା, ଭୟ, ହିଂସା, ଏବଂ ହତ୍ୟାକାଣ୍ଡର ଦୁର୍ଗନ୍ଧରେ ପରିପୂର୍ଣ୍ଣ ଯାହା ଆମ ସମସ୍ତଙ୍କୁ ଭୟଭୀତ କରି ରଖିଛି । କିନ୍ତୁ ମନୁଷ୍ୟ ଯଦି ଅହିଂସା, ପାରସ୍ପରିକ ସମ୍ମାନ ଏବଂ ମାନବୀୟ ମୂଲ୍ୟବୋଧକୁ ବଜାୟ ରଖିବାର ସଂକଳ୍ପକୁ ସ୍ମରଣ କରେ ତେବେ ଏହା ବାୟୁମଣ୍ଡଳକୁ ସତେଜ କରିବ । ମୋହନଦାସ କରମଚାନ୍ଦ ଗାନ୍ଧୀ (M K Gandhi) ଏକ ସାଧାରଣ ନାମ ନୁହେଁ । ସେ ସ୍ପଷ୍ଟ

To continue reading "ମୋତେ ରାସ୍ତା ଜଣା ଅଛି", login now.

This page has been protected for subscriber only.

Report an Error