କ୍ରାଉଡଷ୍ଟ୍ରାଇକ୍ (CrowdStrike) ଅପଡେଟ୍ ତ୍ରୁଟି ହେତୁ ବୈଶ୍ୱିକ ଅଚଳାବସ୍ଥା

କ୍ରାଉଡଷ୍ଟ୍ରାଇକ୍ ର ଅପଡେଟ୍ ସମଗ୍ର ବିଶ୍ୱରେ ଅନେକ କ୍ଷେତ୍ରରେ ବ୍ୟାପକ ବାଧା ସୃଷ୍ଟି କରିଛି, ବିଶେଷକରି ମାଇକ୍ରୋସଫ୍ଟ ସର୍ଭରକୁ ପ୍ରଭାବିତ କରିଛି । ଏହି ବ୍ଯାଘାତ ଏତେ ବ୍ୟାପକ ଓ ଉଲ୍ଲେଖନୀୟ ହୋଇଛି ଯେ, ଏହା ଆଇଟି ବିପର୍ଯ୍ୟୟ ପରିଚାଳନା ଉପରେ ଆମର ଦୃଷ୍ଟିଭଙ୍ଗୀକୁ ବଦଳାଇଦେଇଛି ।


ଆଜି ସକାଳେ ବାବୁଜୀ (ମୋ ବାପା) କହିଲେ, "ମାଇକ୍ରୋସଫ୍ଟ ସର୍ଭର କାମ କରୁନାହିଁ । ଏହା କଣ ତୁମ କାମକୁ ପ୍ରଭାବିତ କରିଛି ? କଣ ସବୁକିଛି ଅଟକି ଯାଇଥିବା ଭଳି ଲାଗୁଛି !" ବାସ୍ତବରେ କ୍ରାଉଡଷ୍ଟ୍ରାଇକ୍ ର ଏହି ଅପଡେଟ୍ ସମଗ୍ର ବିଶ୍ୱରେ ଅନେକ କ୍ଷେତ୍ରରେ ବ୍ୟାପକ ବାଧା ସୃଷ୍ଟି କରିଛି, ବିଶେଷକରି ମାଇକ୍ରୋସଫ୍ଟ ସର୍ଭରକୁ ପ୍ରଭାବିତ କରିଛି । ଏହି ଘଟଣା ଯୋଗୁଁ ବ୍ୟାପକ ଅଚଳାବସ୍ଥା ସୃଷ୍ଟି

To continue reading "କ୍ରାଉଡଷ୍ଟ୍ରାଇକ୍ (CrowdStrike) ଅପଡେଟ୍ ତ୍ରୁଟି ହେତୁ ବୈଶ୍ୱିକ ଅଚଳାବସ୍ଥା", login now.

This page has been protected for subscriber only.

Report an Error