ପ୍ରତିବିମ୍ବର ଠିକଣା; ରାତିର କମାରଶାଳ

କବି ଦୀପକ କୁମାର ମିଶ୍ରଙ୍କ ଦ୍ଵିତୀୟ କବିତା ସଂକଳନ "ରାତିର କମାରଶାଳ" କୁ ନେଇ ଏକ ଗଭୀର ବିଶ୍ଳେଷଣ ।


କବିତା- ରାତିର କମାରଶାଳ, କବି- ଦୀପକ କୁମାର ମିଶ୍ର, ପ୍ରକାଶକ- ପଶ୍ଚିମା ପବ୍ଲିକେସନ୍ସ
କବି ଦୀପକ କୁମାର ମିଶ୍ର (ଜନ୍ମ: ୧୯୭୦) ପ୍ରଖର କଳ୍ପନାଶକ୍ତିସମ୍ପନ୍ନ । ସେ ବହୁ ବିପରୀତଧର୍ମୀ ଓ ଦୂରଗାମୀ ଶବ୍ଦମାନଙ୍କୁ ଅନାୟାସରେ ଯୋଚି ପାରନ୍ତି ଏବଂ ସୃଷ୍ଟି କରିପାରନ୍ତି ନୂଆ ବାସ୍ତବତା ଓ ନୂଆ ସମ୍ଭାବନା ଓ ନୂଆ ଅର୍ଥସନ୍ଧାନ । ଆଜି ଓଡିଆ କବିତାରେ କଳ୍ପନାର ନିନ୍ଦା ବେଶୀ (କଳ୍ପନା ଏକ ବିଳାସ ବୋଲି ? ), ବାସ୍ତବତାର ଜୟଗାନ ବେଶୀ । ବୋଧହୁଏ

"ପ୍ରତିବିମ୍ବର ଠିକଣା; ରାତିର କମାରଶାଳ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ