ରାଣୀ ଶ୍ୟାମାବତୀ

ରାଜା ଉଦୟନଙ୍କର ତୃତୀୟ ପତ୍ନୀ ଶ୍ୟାମାବତୀଙ୍କ ଜୀବନ ଓ ଅସାମାନ୍ୟ ବ୍ୟକ୍ତିତ୍ୱକୁ ନେଇ ରଚିତ ଚରିତ ଉପନ୍ଯାସ - 'ରାଣୀ ଶ୍ୟାମାବତୀ' ।
Publisher: Dr Archana Nayak
Digital (PDF)
INR 249.00

ଏହି ଉପନ୍ୟାସର ପ୍ରଧାନ ଚରିତ୍ର ଶ୍ୟାମାବତୀ ଥିଲେ ରାଜା ଉଦୟନଙ୍କର ତୃତୀୟ ପତ୍ନୀ । ସେ ଥିଲେ ଜଣେ ଶ୍ରେଷ୍ଠୀ ଘୋଷିତଙ୍କର ପାଳିତା କନ୍ୟା । ବୁଦ୍ଧଙ୍କ ସମୟରେ ରଚିତ କେତେକ ରଚନାରେ ଶ୍ୟାମାବତୀ ସାଧାରଣ ଭାବରେ ଉଲ୍ଲିଖିତ ହୋଇଥିବା ଏକ ନାରୀ ଚରିତ୍ର । କିନ୍ତୁ ଉକ୍ତ ସୂଚନା ଅନୁସାରେ ଅସାଧାରଣ ଥିଲା ତାଙ୍କର ଜୀବନ ଓ ଅସାମାନ୍ୟ ଥିଲା ତାଙ୍କର ବ୍ୟକ୍ତିତ୍ୱ ।

Report an Error