ରାମ ଆଉ ପୋଖରୀ

ମାନବ ଜୀବନରେ ଶୈଶବ ଏକ ଅଭୁଲା ପର୍ଯ୍ଯାୟ । ପ୍ରତ୍ଯେକ ମଣିଷ ଭିତରେ ପିଲାଦିନ ଅପାସୋରା ସ୍ମୃତି ହାେଇ ସବୁବେଳ ପାଇଁ ରହିଥାଏ । ପିଲାଦିନ କଥା ମନେ ପଡିଲେ ପିଲାଦିନର କାହାଣୀ ମନକୁ ଆସିଥାଏ । ସେମିତି ଏକ କାହାଣୀ ଆମ ସମସ୍ତଙ୍କ ପାଇଁ… ।


ସେଦିନ ଶନିବାର ହୋଇଥାଏ । ରାମ ବିଦ୍ୟାଳୟରୁ ଫେରି ଘରେ ବସି ବସ୍ତାନି ରଖିଦେଇ ତରତର ହୋଇ ବାହାରି ପଡିଲା । ଘରୁ ଏମିତି ବାହାରି ଯିବାର ମାଆ ଦେଖୁଥିଲେ । ପଚାରିଲେ କୁଆଡୁ ଯାଉଛୁ ବୋଲି । ରାମ କହିଲା ମୁଁ ପୋଖରୀକୁ ଗାଧେଇ ଯାଉଛି । ମାଆ କହିଲେ ପୋଖରୀକୁ ନଯାଇ ଘରେ ଗାଧେଇ ପଡ । ତୁ ଏତେ ବଡ଼ ହୋଇନୁ ଯେ ପୋଖରୀ ଯିବୁ

"ରାମ ଆଉ ପୋଖରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ