କୃଷ୍ଣ ରଙ୍ଗର ଝିଅ

ତୁମେ ଫୋନ କରିବ ମୁଁ ଜାଣିଥିଲି । ତମେ ମୋତେ କେବେବି ଭୁଲି ପାରିବନି । ତୁମ ମନରେ କେବଳ ମୋର ହିଁ ଜାଗା ଅଛି ।


ହଠାତ୍ ଟୁଂ କରି ଏକ ମ୍ୟାସେଜ ଆସିଲା ଅନୁପ ମୋବାଇଲକୁ । ମୋବାଇଲର ମତାମତ ବାକ୍ସକୁ ଖୋଲି ଦେଖିଲା । ମ୍ୟାସେଜ କରିଛି ମାଧବୀ । ତୁମେ ବୋଧେ ମୋ ଫୋନ୍ ନମ୍ବରକୁ କଳାତାଲିକା ରେ ପକାଇଛ । ତୁମ ସହ ମୋର ଜରୁରୀ କଥା ହେବାର ଥିଲା । ଜାଣିନି କଳାତାଲିକାରୁ ମୋତେ ହଟେଇବା କି ନାହିଁ । ମୋ ମନରେ କଥା ଏଇଠି

"କୃଷ୍ଣ ରଙ୍ଗର ଝିଅ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ