ନଗଡା ନାନାବାୟା: ଏକ ପୁରୁଣା କ୍ଷତର ଗୀତ

ଜୋରଦେଇ କହିହେବକି ଏ କବିତା ବହିକୁ ଶୋଷରେ ଢକଢକ କରି ପାଣି ଗିଲାସେ ପିଇଲା ପରି ଏକା ନିଶ୍ୱାସରେ ପିଇଦେଇ ହେବ ।


ନଗଡା ନାନାବାୟା, କବି - ପଞ୍ଚାନନ ନାୟକ, ପ୍ରକାଶକ – ଟାଇମ୍‌ପାସ୍, ମୂଲ୍ୟ – ୧୧୫ଟଙ୍କା
ସମ୍ବିଧାନର ତରାଜୁରେ ତଉଲ ହୁଏ ଭୋକ ଆଉ ଶୋଷ । ବଡବଡିଆଙ୍କ ଲହ ଲହକା ଜିଭରେ ମପାହୁଏ ଦୀର୍ଘଶ୍ୱାସ । ବଡବଡିଆଙ୍କ ମନୋରଂଜନ ପାଇଁ ଗୀତାର୍ କରି ବଜାଯାଏ ପେଟ/ପିଠି ଲାଗିଯାଇଥିବା ଲୋକର ପିଞ୍ଜରାହାଡ । ତଥାପି ତଳ ଶ୍ରେଣୀର ଲୋକ କହେ ବଡବଡିଆ ହୋ କାଳେ ଥକି ଯାଇଥିବ ମୁଁ ଜହ୍ନ ଆଲୁଅରେ ଆଉଟିଥିବା ଜାଉକୁ ଖାଇ ଖୋଲା ଆକାଶତଳେ ମୋ ପରି ଟିକେ ମାର ନିଶ୍ୱାସ ।

"ନଗଡା ନାନାବାୟା: ଏକ ପୁରୁଣା କ୍ଷତର ଗୀତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ