କବିଟିଏ ମରିଗଲା ପରେ, ସେଇଠୁ ଆରମ୍ଭ ହୁଏ ନିଖିଳେଶ ମିଶ୍ରଙ୍କ କବିତା

ନିଖିଳେଶ ମିଶ୍ର ନୂଆପୀଢିର ଓଡିଆ କବିତାରେ ଅୟୁତେ ସମ୍ଭାବନାର ଏକ ସ୍ଵାକ୍ଷର । ତାଙ୍କର ଦ୍ଵିତୀୟ କବିତା ସଂକଳନ "କବିଟିଏ ମରିଗଲା ପରେ" କୁ ନେଇ ଏକ ପାଠକୀୟ ଆଲୋଚନା ।


କବି: ନିଖିଳେଶ ମିଶ୍ର
ପ୍ରକାଶକ: ବ୍ଲାକ୍ ଇଗଲ୍ ବୁକ୍ସ୍
ମୂଲ୍ୟ: ୧୫୦
ପୃଷ୍ଠା: ୧୦୩
ବର୍ତ୍ତମାନ ସମୟର ଅନେକ ଯୁବକବିଙ୍କର କବିତା ଆପଣମାନେ ପଢ଼ିଥିବେ, ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କୁ ଛୁଇଁଥିବା ବେଳେ କିଛି କେତେକାଂଶରେ ନିରାଶ କରିଥିବେ । ହେଲେ ନିଖିଳେଶ ମିଶ୍ରଙ୍କର ସଦ୍ୟତମ କବିତା ପୁସ୍ତକ "କବିଟିଏ ମରିଗଲା ପରେ" ଆପଣଙ୍କୁ ନିରାଶ କରିବନି ବୋଲି କହିହେବ । କାରଣ ଏହି ବହିରେ ଥିବା କବିତା ସବୁ ନିଖିଳେଶଙ୍କର ନୁହଁ, ଏହା ଚଳନ୍ତି ସମୟର । ବେସ୍ ସରଳ ଏବଂ ସାବଲୀଳ

"କବିଟିଏ ମରିଗଲା ପରେ, ସେଇଠୁ ଆରମ୍ଭ ହୁଏ ନିଖିଳେଶ ମିଶ୍ରଙ୍କ କବିତା " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ