ଈଶ୍ବର

ଈଶ୍ବର ଆଉ କେହି ନୁହନ୍ତି, ସେ ଆମ ଭିତରୁ, ଆମ ଜୀବନ ପରିଧିରୂ କେହିଜଣେ ।


ଈଶ୍ବର ବାଡ଼ିରେ ଫୁଲ ହେଇ ଫୁଟନ୍ତି ଚାଳରେ ଲାଉ ଲତା ହେଇ ମାତନ୍ତି ସୁରୁଜକୁ ପିଠି କରି ଅହରହ ଆମ ବିଲରେ ଖଟନ୍ତି... ମା ଭାଜି ଥିବା କଳମ ଶାଗ ବୋଇତାଳୁ ଫୁଲ ଭଜା, ଗୁଣ୍ଡି ପିଆଜ ସହ ବାସି ପଖାଳ ଖାଆନ୍ତି ଈଶ୍ବର ଅବିକଳ ବାପାଙ୍କ ପରି ଦିଶନ୍ତି ..।

"ଈଶ୍ବର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ