କବିତା ହେଉ କି ଜୀବନ ସରଳ ହେବା ସବୁଠୁ କଠିନ

ବର୍ଷା ପବ୍ଲିକେଶନ୍ସ ତରଫରୁ ଚାରୋଟି କବିତା ବହିର ଉନ୍ମୋଚନ ଉତ୍ସବକୁ ନେଇ ଏକ ରିପୋର୍ଟ ।


ଫଟୋ - ବର୍ଷା ପବ୍ଲିକେଶନ୍ସ
ଗତ ୯ ଅଗଷ୍ଟ, ୨୦୨୧ ସୋମବାର ସନ୍ଧ୍ୟା ୫ଟାରେ ପୁରୁଣା ବସଷ୍ଟାଣ୍ଡଠାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ଅନୌପଚାରିକ ଓ ନିରାଡ଼ମ୍ବର ଭାବେ ତଥା ସରକାରଙ୍କ କୋଭିଡ୍ ନିୟମ ପାଳନ ସହ ଉନ୍ମୋଚିତ ହୋଇଯାଇଛି ଚାରିଟି କବିତା ପୁସ୍ତକ । ଉକ୍ତ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ କବି ଅଜୟ ସ୍ୱାଇଁ, କବି କେଦାର ମିଶ୍ର, କବି ପବିତ୍ର ମୋହନ କର ଏବଂ କବି ନେତାଜୀ ଅଭିନନ୍ଦନ । କବି ସତ୍ୟବାଦୀଙ୍କ

"କବିତା ହେଉ କି ଜୀବନ ସରଳ ହେବା ସବୁଠୁ କଠିନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ