ସୁମନ ଦାଶଙ୍କ - ବ୍ଲୁ, ରଙ୍ଗ ନୁହେଁ, ଅସରନ୍ତି ଶୂନ୍ୟତାର ଗପ

ସୁମନ ଦାଶ, ନୂଆ ପ୍ରଜନ୍ମର ଶକ୍ତିଶାଳୀ କଥାକାର । ତାଙ୍କ ପ୍ରଥମ ଗଳ୍ପ ସଙ୍କଳନରେ ରହିଛି ଗୋଟେ ପ୍ରଖର ସମ୍ଭାବନା। ଗପ ସବୁରେ ସବୁଜ ଓ ଧୂସରର ମିଶାମିଶି ଅନେକ ଚିତ୍ର । ବ୍ଲୁ, ସମୟକୁ ପାପୁଲିରେ ମୁଠେଇ ଧରି ରଖିବାର ଏହା ଏକ କଳାତ୍ମକ ବିସ୍ମୟ ।


"ବ୍ଲୁ", ଗାଳ୍ପିକ – ସୁମନ ଦାଶ (ପୃଷ୍ଠା – ୧୬୦, ପ୍ରକାଶକ – ଇଭେଣ୍ଟସ୍ ବୁକ୍ସ୍‌)
ଅଳ୍ପ କିଛିଦିନ ପୂର୍ବରୁ ପ୍ରକାଶ ପାଇଛି ସୁମଦ ଦାଶଙ୍କର ପ୍ରଥମ ଗଳ୍ପ ସଂକଳନ “ବ୍ଲୁ” । ଏହି ସଂକଳରେ ଥିବା ୯ଟି ଯାକ ଗପ ନିଜ ନିଜର ପରିପାଟୀରେ ବେସ୍ ଉଚ୍ଚକୋଟୀର । ସବୁଠାରୁ ବଡ କଥା ହେଲା ଏହି ୯ଟି ଯାକ ଗପକୁ ଆପଣ ପଢିସାରିବା ପରେ ଏହାକୁ ଗପ ଭାବି ଆଡେଇକି ଯାଇପାରିବେ ନାହିଁ । କୌଣସି ନା କୌଣସି ଗପରେ ଆପଣ ନିଜକୁ ଏବଂ ଆଖ

"ସୁମନ ଦାଶଙ୍କ - ବ୍ଲୁ, ରଙ୍ଗ ନୁହେଁ, ଅସରନ୍ତି ଶୂନ୍ୟତାର ଗପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ