ସେପ୍ଟେମ୍ବର ୨୦୨୪
ଏହି ସଂଖ୍ଯାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତରେ ପ୍ରଦାନ କରାଯାଇଥିବା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘ଜାତୀୟ ବିଜ୍ଞାନ ପୁରସ୍କାର’ ସମ୍ପର୍କରେ ଏକ ଆଲେଖ୍ଯ ପ୍ରଦାନ କରିଛନ୍ତି ଡ. ପ୍ରମୋଦ ଚନ୍ଦ୍ର ଦାଶ । ସେହିପରି ଏହି ସଂଖ୍ଯାରେ ରହିଛି ଭାରତରେ ପ୍ରଶିକ୍ଷଣ ଉଦ୍ୟୋଗର ଅଭିବୃଦ୍ଧି, ପ୍ରିୟମ୍ବଦା ସାହୁଙ୍କ ସ୍ୱର୍ଣ୍ଣମୁଦ୍ରାର ଥଳି, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଦୁର୍ବୃତ୍ତର ହୃଦୟରେ ଦିବ୍ୟତ୍ୱ…, ତ୍ରିଲୋଚନ ମହାପାତ୍ରଙ୍କ ଆମ ଗୋପବନ୍ଧୁ, ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ହଜି ଯାଉଛି ‘ଡାକ୍ତରୀ ଆଖି’, ବାବାଜୀ ଚରଣ ଜେନାଙ୍କ ଭକ୍ତିରସ ଭାଗବତ, ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ମା’ ସୃଷ୍ଟିର ସ୍ପନ୍ଦନ, ଡ. ରାଜକିଶୋର ପାଢ଼ୀଙ୍କ ଭାଷାର ଉଦାରତା ଓ ଉଦ୍ଧୃତି ଚିହ୍ନ, ଡକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ କରୁଣାବତାର ବୁଦ୍ଧ..., ଡକ୍ଟର ବସନ୍ତ କିଶୋର ସାହଙ୍କ ଦୁଇ ଗଛ ଥରେ ହୋଇଲେ କଥା ଯଜ୍ଞଦତ୍ତ ସାମନ୍ତରାୟଙ୍କ ମେଘରାଜା, ଆଶିଷ କୁମାର ରାୟଙ୍କ ଆମ ହକି ଦଳର ଅଲିମ୍ପିକ୍ ସଫଳତା, ସମରେନ୍ଦ୍ର ବଳିଆରସିଂହଙ୍କ ନିଜ ପାଇଁ ଘଣ୍ଟାଏ, ମନୋଜ କୁମାର ମହାପାତ୍ରଙ୍କ ହିମାଳୟ ଓଧ, ରାମଶଙ୍କରଙ୍କ ଦ୍ରୌପଦୀକୁ ପଦେ…, ପ୍ରେମଚାନ୍ଦ ମହାନ୍ତିଙ୍କ ବିଜ୍ଞାନ ବିଚିତ୍ରା ସମେତ ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର, ପର୍ବପର୍ବାଣୀ ଓ ମୁଖ୍ୟ ଦିବସ ଆଦି ରହିଛି ।