ଅକ୍ଟୋବର ୨୦୨୪
ପତ୍ରିକାର ଏହି ସଂଖ୍ଯାରେ ମହିଳାଙ୍କ ସୁରକ୍ଷା ଦିଗରେ ମୋବାଇଲ୍ ଆପ୍ କିପରି ଭାବେ ସହାୟକ ହେଉଛି, ସେନେଇ ପ୍ରମୋଦ ଚନ୍ଦ୍ର ଦାଶଙ୍କ ଏକ ଆଲେଖ୍ଯ ରହିଛି । ସେହିପରି ବିଳାସିନୀ ଦାଶଙ୍କ ଖେଚୁଡ଼ିଖିଆ ଶ୍ରୀଜଗନ୍ନାଥ, ହରିଶ୍ଚନ୍ଦ୍ର ବେହେରାଙ୍କ ମନୁଆ ଗାଈ, ଡକ୍ଟର ବସନ୍ତ କିଶୋର ସାହୁଙ୍କ ଗାଈ ରଖିବ ତ ଯତନ ନିଅ, ସତ୍ୟବାଦୀ ବଳିଆରସିଂହଙ୍କ ପାଇକ ସଂସ୍କୃତିରେ ଦଶହରା, ରବି କୁମାର ମହାନ୍ତିଙ୍କ ତୁମେ, ତାରାପ୍ରସାଦ ଜେନାଙ୍କ ଆୟୁଷର ରଙ୍ଗିନ୍ ଗୋ, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ନୃଶଂସତାର ସମୁଚିତ ଶାସ୍ତି, ତ୍ରିଲୋଚନ ମହାପାତ୍ରଙ୍କ ଆମ ଗୋପବନ୍ଧୁ, ବିଭୂତିଭୂଷଣ ସେନାପତିଙ୍କ ଭାରତର ନେପୋଲିୟନ୍ ସମୁଦ୍ରଗୁପ୍ତ, ସତୀଶ ଧୱନଙ୍କ ଦୃଢ଼ ସଙ୍କଳ୍ପର ଅନ୍ୟନାମ, ଡ. ମୁରାରୀ ମୋହନ ଦାଶଙ୍କ କେବଳ ବ୍ୟାୟାମ ନୁହେଁ…, ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ବିଜ୍ଞାନ ସ୍ପନ୍ଦନ, ଡ. ପ୍ରେମଚାନ୍ଦ ମହାନ୍ତିଙ୍କ ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ଆଶିଷ କୁମାର ରାୟଙ୍କ, ଭାରତର ଚେସ୍ ଅିଲିମ୍ପିଆଡ଼ ବିଜୟ ସମେତ ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର, ପର୍ବପର୍ବାଣୀ ଓ ମୁଖ୍ୟ ଦିବସ ଆଦି ରହିଛି ।