ନଭେମ୍ବର ୨୦୨୪

ପତ୍ରିକାର ଏହି ସଂଖ୍ଯାର ପ୍ରଚ୍ଛଦ ଆଲେଖ୍ଯରେ ରହିଛି ‘ନୋବେଲ ପୁରସ୍କାର ୨୦୨୪’ ।
Publisher: Amarisatya
Digital (PDF)
INR 25.00

ଚଳିତ ବର୍ଷର ନୋବେଲ୍ ପୁରସ୍କାରକୁ ନେଇ ଏହି ସଂଖ୍ଯାରେ ଏକ ସୁବିସ୍ତୃତ ରିପାେର୍ଟ ରହିଥିବାବେଳେ ଅନନ୍ୟ ରତନଙ୍କ ଅତୁଲ୍ୟ ଜୀବନ, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ସନାତନ ଧର୍ମର ମୌଳିକ ତତ୍ତ୍ୱ, ତ୍ରିଲୋଚନ ମହାପାତ୍ରଙ୍କ ଆମ ଗୋପବନ୍ଧୁ, ଅମୀୟ ଭୂଷଣ ପଣ୍ଡାଙ୍କ ପଳାସ, ନିଶିତା ପ୍ରିୟଦର୍ଶିନୀ ସାହୁଙ୍କ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜକିଶୋର ପାଣିଗ୍ରାହୀଙ୍କ ଭେଟହେବା ସ୍ୱର୍ଗପୁର, ବିଜୟଲକ୍ଷ୍ମୀ ମହାନ୍ତିଙ୍କ ବନ୍ଧୁଟେ ନଥିଲେ, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପ୍ରଶଂସନୀୟ କପଟତା, ନୀହାରିକା ପଣ୍ଡାଙ୍କ ସବୁଜ ପୃଥିବୀ, ତୁଳସୀ ଜୈନଙ୍କ ଉଦୟମାନ ଓ ଅସ୍ତରାଗର ଯୁଗଳବନ୍ଦୀ, ମନୋଜ ମହାପାତ୍ରଙ୍କ ଆସାମୀୟା ମାଙ୍କଡ଼ ମନୋରମା ପାଢ଼ୀଙ୍କ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ..., ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ବିଜ୍ଞାନ ସ୍ପନ୍ଦନ, ଡକ୍ଟର ପ୍ରେମଚାନ୍ଦ ମହାନ୍ତିଙ୍କ ମଧୁମେହ (ଡାଇବେଟିସ), ଆଶିଷ କୁମାର ରାୟଙ୍କ ଦୁଇ ହକି ତାରକାଙ୍କ କଥା ସମେତ ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାଭିତ୍ତିକ ପ୍ରଶ୍ନୋତ୍ତର ଓ ପର୍ବପର୍ବାଣୀ ଓ ମୁଖ୍ୟ ଦିବସ ଆଦି ରହିଛି ।

Report an Error